ମାସକର ଶିଶୁ କନ୍ୟା ହେଲା ଦୁଷ୍କର୍ମର ଶିକାର ତେବେ ଅଭିଯୁକ୍ତ କିଏ ବୋଲି ଜଣା ପଡ଼ିବା ପରେ ଆପଣଙ୍କର ଉଡିଯିବ ହୋସ, ଶୀଘ୍ର ପଢନ୍ତୁ,, (SiddharthTV) - Sidharth Tv

Breaking

ad2

Wednesday, October 17, 2018

ମାସକର ଶିଶୁ କନ୍ୟା ହେଲା ଦୁଷ୍କର୍ମର ଶିକାର ତେବେ ଅଭିଯୁକ୍ତ କିଏ ବୋଲି ଜଣା ପଡ଼ିବା ପରେ ଆପଣଙ୍କର ଉଡିଯିବ ହୋସ, ଶୀଘ୍ର ପଢନ୍ତୁ,, (SiddharthTV)

ମାସକର ଶିଶୁ କନ୍ୟା ହେଲା ଦୁଷ୍କର୍ମର ଶିକାର, ତେବେ ଅଭିଯୁକ୍ତ କିଏ ବୋଲି ଜଣା ପଡ଼ିବା ପରେ ଆପଣଙ୍କର ଉଡିଯିବ ହୋସ.....

(SiddharthTV)
s

(SiddharthTV) ଗତ କିଛି ମାସ ହେଲା ହେଉଥିବା ଦୁଷ୍କର୍ମ ମାମଲା ମଧ୍ୟରେ ଶିଶୁ କନ୍ୟାମାନଙ୍କର ଦୁଷ୍କର୍ମ ସଂଖ୍ୟା ବଢ଼ିଥିବା ଦେଖାଯାଇଛି । ଏ ନେଇ କିଛି ଦୋଷୀକୁ କଠୋର ଦଣ୍ଡ ମିଳିଥିଲେ ମଧ୍ୟ ଏହି ଅପରାଧ ଥମିବାର ନାଁ ନେଉ ନାହିଁ । ବିଶ୍ୱରେ କେଉଁଠି ନା କେଉଁଠି ଶିଶୁକନ୍ୟା ଦୁଷ୍କର୍ମର ଶିକାର ହେଉଥିବା ବେଳେ ଏବେ ଏହି ସମସ୍ୟା ସମସ୍ତଙ୍କୁ ଚିନ୍ତାରେ ପକାଇଛି । କିଛି ସେଭଳି ହୃଦୟ ବିଦାରକ ଘଟଣା ଘଟିଛି ଆମେରିକାରେ । ଜନ୍ମ ହେବାର ମାସକ ପରେ ଦୁଷ୍କର୍ମ କଣ ବୋଲି ଜାଣି ନଥିବା ଶିଶୁ କନ୍ୟା ହୋଇଛି ଦୁଷ୍କର୍ମର ଶିକାର ।

ନିଶାରେ ଜଣେ ଯୁବକ  ମାସକର ଶିଶୁକନ୍ୟା ସହ ଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବରେ ତାକୁ ହତ୍ୟା କରିଥିଲା। ଦୁଷ୍କର୍ମ ପରେ ହାତ ଗୋଡ଼ ଭାଙ୍ଗି ନାଳରେ ଫିଙ୍ଗି ଦେଇଥିବା ଘଟଣାକୁ ନେଇ ଅନେକ ଚର୍ଚ୍ଚା ହୋଇଥିବା ବେଳେ ଅଭିଯୁକ୍ତର ପରିଚୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

(SiddharthTV)  ଘଟଣାର ତଦନ୍ତ ପରେ ଅଭିଯୁକ୍ତ ମୃତ ଶିଶୁର ବାପା ବୋଲି ଜାଣି ତଦନ୍ତ କରୁଥିବା ପୁଲିସ ସମେତ ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । ଡ଼୍ରଗ୍ସ ନେଇ ଅଭିଯୁକ୍ତ ଜଣଙ୍କ ଏପରି କରିଥିବା ଜଣା ପଡ଼ିଛି ।
ସୂଚନା ମୁତାବକ, ଡ଼୍ରଗ୍ସ ନେଇ ନିଶାରେ ଅଭିଯୁକ୍ତ ନିଜ ମାସକର ଶିଶୁ ସହ ଦୁଷ୍କର୍ମ କରିଥିଲା । ଯେଉଁ ସମୟରେ ଅଭିଯୁକ୍ତର ଶରୀରର ଚାପ ପାଇଁ ଶିଶୁଟିର ହାତ ଗୋଡ଼ ଭାଙ୍ଗି ଯାଇଥିଲା। ଶିଶୁଟି ମରିଯିବା ଜାଣି ଅଭିଯୁକ୍ତ ମୃତଦେହକୁ ନେଇ ନାଳରେ ଫିଙ୍ଗି ଦେଇଥିଲେ
 ।
(SiddharthTV)  କିନ୍ତୁ ପରେ ସବୁ ସତ ସାମ୍ନାକୁ ଆସିଥିଲା । ସତ ଜଣା ପଡ଼ିବା ପରେ ଅଭିଯୁକ୍ତକୁ ୨୪୦ବର୍ଷର ଜେଲ ଦଣ୍ଡ ଶୁଣା ଯାଇଥିବା ବେଳେ ୧୦ହଜାର ଟଙ୍କା ଜରିମାନା ଦେବା ପାଇଁ କୁହାଯାଇଛି ।

No comments:

Post a Comment

ad3