ଧରମପୁର ଠାରେ ବିରାଟ ରାବଣ ପୋଡି ଉସବ ରେ ନୀଳଗିରି ଭା.ଜ.ପା ନେତା ସନ୍ତୋଷ ଖଟୁଆ ଙ୍କ ଯୋଗଦାନ - Sidharth Tv

Breaking

ad2

Sunday, October 21, 2018

ଧରମପୁର ଠାରେ ବିରାଟ ରାବଣ ପୋଡି ଉସବ ରେ ନୀଳଗିରି ଭା.ଜ.ପା ନେତା ସନ୍ତୋଷ ଖଟୁଆ ଙ୍କ ଯୋଗଦାନ


ଧରମପୁର ଠାରେ ବିରାଟ ରାବଣ ପୋଡି ଉସବ ରେ ନୀଳଗିରି  ଭା.ଜ.ପା ନେତା  ସନ୍ତୋଷ ଖଟୁଆ ଙ୍କ ଯୋଗଦାନ





ବରହମପୁର – ୨୦/୧୦ ବରହମପୁର ଧରମପୁର ସୀମାନ୍ତରେ ଥିବା ଭୁଆସୁଣୀ ପୋଖରୀ ଠାରେ ଗତ ୨୦/୧୦/୧୮ରିଖ ଶନିବାର ଆଞ୍ଚଳିକ ରାବଣ ପୋଡି ମୋହୋଉସବ ପାଳିତ ହୋଇଯାଇଛି | ଏହି ଉସବ ରେ ମୁଖ୍ୟ ଅତିଥି ରୂପେ ନୀଳଗିରି ନିର୍ବାଚନ ମଣ୍ଡଳୀର  ଭା.ଜ.ପା ନେତା ଶ୍ରୀଯୁକ୍ତ ସନ୍ତୋଷ ଖଟୁଆ ଯୋଗ ଦେଇ  ପୌରାଣିକ ଓ ସାମାଜିକ ସମ୍ପର୍କକୁ ତୁଳନା କରି ସର୍ବ ଶେଷରେ ଉଦ୍ ବୋଧନ ଦେଇଥିଲେ | 

ବରହମପୁର ଅଞ୍ଚଳରେ ବିଶିଷ୍ଟ ଯୁବ ସୋମଜସେବୀ  ଶ୍ରୀ ବିଜୟ କୁମାର ଆଚାର୍ଯ୍ୟଙ୍କ ସଭାପତିତ ରେ ମଞ୍ଚ ପରିଚାଳନା ହୋଇଥିବା ବେଳେ ବରହମପୁର ସମିତି ସଭ୍ୟ ଶ୍ରୀ କୃତିବାସ ବେହେରା , ବା.ଜ.ପା ସଭାପତି ଜୟନ୍ତ ବିନ୍ଧାଣି , ବା.ଜ.ପା ସା. ସଂପାଦକ  ବିଦ୍ୟାଧର କର , ବରହମପୁର ବା.ଜ.ପା ସଂପାଦକ ପଦ୍ମନାଭ ବିନ୍ଧାଣି , ଯୁବ ମୋର୍ଛା ସଭାପତି ଧର୍ମେନ୍ଦ୍ର ସେଠୀ  , ତଥା ଉକ୍ତ କମିଟିର ସଂପାଦକ ପ୍ରତାପ ମୋହାପାତ୍ର ଆଦି ପ୍ରମୁଖ ବ୍ୟକ୍ତି ମାନେ ଯୋଗ ଦାନ କରିଥିଲେ |




ସର୍ବ ଶେଷରେ କମିଟି ତରଫରୁ ମାନନୀୟ ଖଟୁଆଙ୍କୁ ରାବଣ ଦେହରେ ଅଗ୍ନି ସଂଯୋଗ କରାଇବା ପାଈ କୁହାଯାଇଥିଲା , ତତ ସହିତ ଅନ୍ୟନ୍ୟ ସାସ୍କୃତି କାର୍ଯ୍ୟ କ୍ରମ ପରେ କମିଟି ତରଫରୁ ଅତିଥି ମାନଙ୍କୁ  ଧନ୍ୟବାଦ ଦିଆଯାଇ କାର୍ଯ୍ୟକ୍ରମ ଶେଷ କରଯାଇଥିଲା |   








No comments:

Post a Comment

ad3