ନାବାଳିକା ଭଉଣୀକୁ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ ଦୁଇଭାଇ , ଜାଣନ୍ତୁ ତାପରେ କ’ଣ ଘଟିଛି ? ଜାଣିଲେ ଲୁମୋ ଟାଙ୍କୁରି ଜୀବ - Sidharth Tv

Breaking

ad2

Wednesday, October 17, 2018

ନାବାଳିକା ଭଉଣୀକୁ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ ଦୁଇଭାଇ , ଜାଣନ୍ତୁ ତାପରେ କ’ଣ ଘଟିଛି ? ଜାଣିଲେ ଲୁମୋ ଟାଙ୍କୁରି ଜୀବ

ନାବାଳିକା ଭଉଣୀକୁ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ ଦୁଇଭାଇ , ଜାଣନ୍ତୁ ତାପରେ କ’ଣ ଘଟିଛି ? ଜାଣିଲେ ଲୁମୋ ଟାଙ୍କୁରି ଜୀବ 




ଉତ୍ତର ପ୍ରଦେଶର ମିରଟ ସହରରେ ଏକ ଅଘଟଣ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିଜ ମାଆ ପେଟର ଜଣେ ନାବାଳିକା ଭଉଣୀକୁ ଦୁଇ ଭାଇ ଗତ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥିଲେ । ସେମାନେ ଧମକ ବାରମ୍ବାର ଧମକ ଦେଇ ଅସୁଥିଲେ ଯେ ଯଦି ଭଉଣୀ କାହାରି ଆଗରେ ଏକଥା କହିବ ବା ପୁଲିସକୁ ଜଣାଇବ ତେବେ ସେ ଦୁହେଁ ମାଆଙ୍କୁ ମାରି ଦେବେ। ଉକ୍ତ ନାବାଳିକାର ବୟସ ମାତ୍ର ୧୫ ବର୍ଷ। ତେବେ ଗତକାଲି ପୀଡ଼ିତା ନିଜ ଉପରେ ହେଉଥିବା ଯୌନ ଶୋଷଣର ଅଭିଯୋଗ ନିକଟସ୍ଥ ସିଭିଲ ଲାଇନ୍‌ ଥାନାରେ କରିଥିଲେ। ଏହାପରେ ପୁଲିସ୍‌ ଦୁଇଭାଇଙ୍କୁ ଗିରଫ କରି ପଚରାଉଚୁରା କରିଥିଲା।



ପୀଡ଼ିତା ନିଜ ଉପରେ ହେଉଥିବା ଯୌନ ଶୋଷଣର ପ୍ରମାଣ ବି ପୁଲିସକୁ ଦେଇଥିଲା। ଜେରା ସମୟରେ ଦୁଇ ଭାଇ ନାବାଳିକା ଭଉଣୀକୁ ଦୁଇ ଭାଇ ଗତ ୪ ବର୍ଷଧରି ଗଣଦୁଷ୍କର୍ମ କରୁଥବା କଥାକୁ ସ୍ୱୀକାର ମଧ୍ୟ କରିଥିଲେ। ଏବେ ଦୁଇ ଅଭିଯୁକ୍ତ ଭାଇ ପୋଲିସ ହାଜତରେ।

No comments:

Post a Comment

ad3